STORYMIRROR

sumita behera

Others

3  

sumita behera

Others

କେମିତି ଖୋଜେ

କେମିତି ଖୋଜେ

1 min
198


କେମିତି ବୁଝେ

ରହି ପାରେନାହିଁ

ତୁମଠୁ ଦୂରରେ

ସେଥିପାଇଁ ସିନା ବାହାନା ଖୋଜେ,

ବାରିଦ ବିହୁନେ

ଚକୋରି ବିଚାରି

ବୁଝେ ତ ଏ ମନ କେମିତି ବୁଝେ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ