STORYMIRROR

Debendra Mishra

Children

3  

Debendra Mishra

Children

ଛୋଟ ମୋର ଗାଁ

ଛୋଟ ମୋର ଗାଁ

1 min
196

ଛୋଟ ମୋର ଗାଁ ତାହାରି ପାଇଁ କରିବି ସେବା

ରଖିବି ତାର ନାଁ

ଗାଁ ମୁଣ୍ଡର ବର ଓହଳ କରୁଥିଲି ସାଙ୍ଗ ମେଳେ ଗହଳ

ସେହି ତ ଆମରି ମାଁ

ଛୋଟ ମୋର ଗାଁ

କାଚ କେନ୍ଦୁ ପାଣି ତା ପୋଖରୀ ଘେରି ରହି ଅଛି ଖେତ ବନାନୀ

ସୁନ୍ଦର ମୋ ଗାଁ

ରଖିବି ତାହାରି ନାଆଁ

ଗାଁ ମଝି ଜଗନ୍ନାଥ ମନ୍ଦିର ନେତ ଉଡେ ତାର ଫର ଫର

ସେଇ ଆମ ବାପା ମାଁ

ଛୋଟ ମୋର ଗାଁ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children