STORYMIRROR

Debendra Mishra

Romance

3  

Debendra Mishra

Romance

ପ୍ରେମ

ପ୍ରେମ

1 min
171

ପ୍ରେମ ଚିରାନନ୍ଦ ପ୍ରମୋଦ ଆନନ୍ଦ

  ପ୍ରେମ ବିଭୋର ସଂସାର

ଆଦାନ ପ୍ରଦାନ ଭାବ ର ବନ୍ଧନ

  ସମ୍ପର୍କ ର ଚିର ସ୍ୱର ।


ଜୀବନ ଜଞ୍ଜlଳ ନିଆଁ ଖେଳ ଘର

  ଭାବ ର ସପ୍ରେମ ଡୋର

ବିଛଣା ରେ ପଡ଼ି ହୁଏ ଛଟ ପଟ

   ସଦା ଆନନ୍ଦ ବିଭୋର ।


ବାଇ ଚଢ଼େଇ ର ବସା ଭଳି ରହି

  ଲାଗେ ନା ପାଣି ପବନ

ପରସ୍ପର ମଧ୍ୟେ ସ୍ନେହ ବିନିମୟ

   ସେହି ତ ବାସ ଚନ୍ଦନ ।


ଜୀବନ ତରଙ୍ଗ ପ୍ରେମ ସମ ଅଙ୍ଗ

   ପ୍ରେମର ଶବ୍ଦ ବହନ ।


Rate this content
Log in

Similar oriya poem from Romance