STORYMIRROR

Raja Sekhar CH V

Classics Inspirational

3  

Raja Sekhar CH V

Classics Inspirational

ଶ୍ରୀରାମରାଜ୍ୟ

ଶ୍ରୀରାମରାଜ୍ୟ

1 min
16

ଶ୍ରୀବୈଦେହୀଶ କରିଲେ ସୁନୀତିର ଆଚରଣ,

ଲଙ୍କାଧିପତି ରାବଣର କରିଲେ ଯେ ସଂହରଣ,

ତାଙ୍କର ଧର୍ମବଚନର ହେବ ଯେବେ ଅନୁସରଣ,

ତେବେ ଶ୍ରୀରାମରାଜ୍ୟରେ କରି ହେବ ବିଚରଣ ।୧।


ନ୍ୟାୟର ହୁଏ ଯେଉଁଠି ସଂରକ୍ଷଣ,

ନାରୀଜାତି ନିରନ୍ତର ପାଏ ରକ୍ଷଣ,

ସଦାଚାରର ନାହିଁ ଯେଉଁଠି ବାରଣ,

ସୁଖ ସମୃଦ୍ଧିର ଯେଉଁଠି ହୁଏ ବିହରଣ ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics