ଚାନ୍ଦିନି ରାତି
ଚାନ୍ଦିନି ରାତି
ଚାନ୍ଦିନି ରାତିର ଚନ୍ଦ୍ରମା ତୁମେ ଧରା କୁ ଖସି ଆସିଛ
ତୁମ ଶୀତଳ ଜୋସ୍ନା ରେ ଦେହ ମନ ରେ ଖୁସି ଭରି ଦେଉଛ ।
ପାହାଡ଼ ଭିତରୁ ତୁମେ ଉଦୟ ହୋଇଲ
ରାତ୍ରିର କାଳିମା କୁ ତୁମେ ଦୁରେଇ ଦେଲ ।
ତୁମରି ସ୍ଵର୍ସ ରେ ବୃକ୍ଷ କୁ ଆଜି ଧନ୍ୟ କରିଲ
ସବୁ ବୃକ୍ଷ ରେ ଔଷଧ ତୁମେ ଭରି ଦେଲ ।
ଆଜିର ଦିନ ରେ ତୁମେ ଜନ୍ମ ନେଇ ଥିଲ
ସମୁଦ୍ର ମନ୍ଥନ ରୁ ତୁମେ ବାହାରିଲ ।
ଚନ୍ଦ୍ରମା ଗୋ ତୁମେ ମନ ର ଦେବତା ହୋଇଲ
ଚାନ୍ଦିନି ରାତ୍ରି ରେ ସଭିଙ୍କ ମନ ନେଇ ଗଲ ।
