STORYMIRROR

Satyanarayan Sahoo

Horror Tragedy Crime

3  

Satyanarayan Sahoo

Horror Tragedy Crime

ସହର ନିକଟସ୍ଥ ଘଟଣା

ସହର ନିକଟସ୍ଥ ଘଟଣା

1 min
128


କାହିଁ କେଉଁ ଅପନ୍ତରା ସହର ନିକଟେ

କୋଠୀ ଟିଏ ଭୂତ ଭୀତି ଜନମାଏ ନିତ୍ୟେ ।

ପଶୁ ପକ୍ଷୀ ଙ୍କ ଆବାସ

କେଉଁ କ।ଳୁ ପଡ଼ି ରହି ଥାଏ ପରିତ୍ୟକ୍ତ ।

ଭାବରେ ସେଠାରେ ଘଟେ ବହୁତ ଘଟଣା

ସେପଥ ରେ ଗଲେ ନିତି ହୁଏ ଦୁର୍ଘଟଣା ।

ଲୋକ ବାଣୀ ଗଳ୍ପ ଶୁଣି

ତାହାର କୁଖ୍ୟାତି ଜନେ ଥାନ୍ତି ଅନୁମ।ନି ।

କେବେ କେବେ ଗୀତ ଗାଇ ଗାଇ ବୁଲିବାର

ଭୁତ ପ୍ରେତ ଡାହାଣୀ ଙ୍କୁ ଦେଖୁ ସେ ଠାବ ର ।

ବିକଟ କଦର୍ଯ୍ୟ କାୟା

ଧରି ଭୁଲାଅନ୍ତି ଜନେ କରି ନାନା ମାୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror