Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Classics Inspirational Others

2  

Banasmita Panda

Classics Inspirational Others

ଶକ୍ତି

ଶକ୍ତି

1 min
227


ଯଦି ଭାଗ୍ୟ ଆଜି ତୁମ ଉପରେ ହସୁଛି ତୁମେ ଆଖି ଖୋଲି ସତ୍ୟକୁ ଦେଖିବା ଉଚିତ ତୁମ ଠାରୁ ଅଧିକ ଶକ୍ତିଶାଳୀ ଅନ୍ୟ କେହି ନୁହେଁ ଏ ଧରାପୃଷ୍ଟରେ l ଆଉ କେହି, କଦାଚିତ ଗୋଟେ ଶବ୍ଦ ପ୍ରୟୋଗ କରିପାରିବେ ନାହିଁ ଯେପରି ଆଲୋଚନା ତୁମ ଆତ୍ମର ତୁମ ଅନ୍ତନିହିତ ପରମଆତ୍ମା ସହ l ସାରା ଜୀବନ ସଂଘର୍ଷ କଲ.... ଅତୀତ କିପରି ତୁମ ଦ୍ୱାରା ନିୟନ୍ତ୍ରିତ କେହି ଦେଖୀ ନାହାନ୍ତି l ତେଣୁ ନିଜ ଉପରେ ଏବଂ ଯାହାକୁ ତୁମେ ଭଲପାଅ ତା ଉପରେ ବିଶ୍ୱାସ କର l ଜୀବନ ତୁମକୁ ପ୍ରଶଂସା କରିବ l ଖୁସି ହେବା ତୁମର ନିଷ୍ପତି.... ମନେରଖ ଏ ଆତ୍ମ.... ହସିବା, ଯଥାର୍ଥତାର ସହ ଗଢି ଉଠିବା ଅନ୍ୟର ନୁହେଁ ନିଜସ୍ୱ ସ୍ଥାନଗଢିବା l ବଞ୍ଚିବାକୁ, ଭଲ ପାଇବାକୁ, ସାହାଯ୍ୟ ଏବଂ ଆଶୀର୍ବାଦ କାରିବାକୁ


Rate this content
Log in

Similar oriya poem from Classics