Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Prateek kumar Pahi

Classics Inspirational

3  

Dr Prateek kumar Pahi

Classics Inspirational

ଶକ୍ତି ସୁନ୍ଦରୀ ପୁଣି ଭୟଙ୍କରୀ

ଶକ୍ତି ସୁନ୍ଦରୀ ପୁଣି ଭୟଙ୍କରୀ

1 min
353


କେଜାଣି କାହିଁକି ଚଗଲା ଏ ମନ 

ଖୋଜେ ଆଜି ସ୍ବାଧୀନତା,

ପରାଧୀନତା ର ଶୃଙ୍ଖଳ ଭିତରେ 

ହଜି ଯାଇଥିଲା ସତ୍ତା ।


ଝିଅଟିଏ ବୋଲି ଦୁନିଆଁ ଆଗରେ 

ଚାଲିବିନି ପୋତି ମୁହଁ,

ଯୌନ ପିଶାଚର ଆଖିରେ ଭରିବି 

ଅଦିନେ ରକତ ଲୁହ ।


ନିଜର ସୁରକ୍ଷା ନିଜ ଆତ୍ମରକ୍ଷା 

ନିଜେ ହିଁ କରିବି ମୁହିଁ,

ଶକ୍ତି ତ ସୁନ୍ଦରୀ ପୁଣି ଭୟଙ୍କରୀ 

ଅସୁର ସଂହାର ପାଇଁ ।


Rate this content
Log in

Similar oriya poem from Classics