STORYMIRROR

Dr Prateek kumar Pahi

Classics Inspirational

2  

Dr Prateek kumar Pahi

Classics Inspirational

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

1 min
273

ତ୍ରିଦେବଙ୍କ ଅନ୍ତର ମଧ୍ୟରେ ସମାହିତ ଶକ୍ତିପୁଞ୍ଜ ତୁ,

ମହିୟସୀ ଯୋଦ୍ଧା ତୁ, ଧୈର୍ଯ୍ୟ ର ସାଗର ତୁ,

କ୍ଷମା ର ମନ୍ଦିର ତୁ, ଦୟାର ଭଣ୍ଡାର ତୁ, ସୌନ୍ଦର୍ଯ୍ୟ ରୂପିଣୀ ତୁ, ଐଶ୍ୱର୍ଯ୍ୟ ଧାରିଣୀ ତୁ, ସକଳ ବିଦ୍ୟା ସ୍ବରୂପା ମହାବିଦ୍ୟା ତୁ, ଅନ୍ୟାୟ ବିରୁଦ୍ଧେ ଅସ୍ତ୍ର ତୁ, ଅଧର୍ମ ବୃଦ୍ଧିରେ ଧର୍ମ ସଂସ୍ଥାପିନୀ ତୁ, ଭବ ସାଗରୁ ମୁକ୍ତି କେବଳ ତୋରି ଅଭୟ ଚରଣେ

ଯିଏ ତତେ ଚିହ୍ନିଛି ସେ ହୋଇଛି ଜଗତ ଜିତା

ଆଉ ଯିଏ ତୋର ଅପମାନ କରିଛି ତା'ର ହୋଇଛି ସର୍ବନାଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics