STORYMIRROR

Jeenashree Routray

Horror Action Classics

3  

Jeenashree Routray

Horror Action Classics

ଶକ୍ତି ବାହିନୀ

ଶକ୍ତି ବାହିନୀ

1 min
216

ଜଗତ ଜନନୀ ମହିଷା ମର୍ଦ୍ଧିନି

ଜୟ ତୁ ମା ଶକ୍ତି ବାହିନୀ

ଜଗତ ଜନନୀ ଶକ୍ତି ସ୍ୱରୂପିଣୀ ତୁ

ଓରଟି ସନ୍ତାନ ର ମମତା ତୁ

ଅଗ୍ନି ରୁ ତୁ ଜନ୍ମ ଅଗ୍ନି ରେ ତୁ ସମ

ବ୍ୟାପିଛୁ ତୁ ତ୍ରିଭୁବନ

ଜଳ, ସ୍ଥଳ,ଗଗନ ଓ ପବନ

ଚାରିଆଡେ ତୁ ବିଦ୍ୟମାନ

ତୁ ଅଛୁ ଓ ରହିବୁ ହୋଇ ମହାନ

ତୋ ପାଇଁ ତ ଏ ଜଗତ

ତୁ ଚାହିଁଲେ ରହିବ ଏ 

ବିଶ୍ୱ ର ମହତ

କରିଯିବା ଭଲ କର୍ମ ଏ ସଂସାରେ

ଯଦି ପାରିହେବାକୁ ଅଛି

ଏ ଭାବ ସାଗରେ

ଜଗତ ଜନନୀ ମା ତୁ ସିଂହ ବହିନୀ

ଭକ୍ତି ର ଅଞ୍ଜଳି ବାଢେ 

 ମୁହିଁ ଦିବସ ରଜନୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror