STORYMIRROR

Jeenashree Routray

Others

4  

Jeenashree Routray

Others

ପ୍ରେମ

ପ୍ରେମ

1 min
273

ଚିଠି ରେ ଲେଖୁଛି ଦୁଖ କାହାଣୀ

ତୁ ରାଜା ଆଉ ମୁଁ ତୁମ ରାଣୀ

ଥିଲା ଯେବେ ବାଲିଘର

ଭାଙ୍ଗିଗଲା ବାଲିଘର 

ଏବେ ମୁଁ ଆଉ କାହା ଘରମଣୀ

ଭଲ ପାଇବାର ସନ୍ତକ ଲିଭିଲା

ଯମୁନା ବହୁଛି ଉଜାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍