ଶିକ୍ଷା
ଶିକ୍ଷା

1 min

244
ସ୍ୱାଗତମ୍ ସୁ-ସ୍ଵାଗତମ୍
ଛାତ୍ର ଛାତ୍ରୀ ଗଣ
ସଭିଁଏ ଚେଷ୍ଟିତ ହୋଇବ
ଓ କରିବା ପଣ
ସମୟ ର ଉପଯୋଗ କରିବା
ଶିକ୍ଷା ର ସଂଯୋଗ ହୋଇବ
ତୁମକୁ ପାଠ ପଢ଼ାଇବା
ସମସ୍ତ ବିଷୟ ପଢ଼ିବା
ବିଭିନ୍ନ ଆପ୍ ମାଧ୍ୟମେ
ଦୀକ୍ଷା, ମଧୁ, ଆପ୍ ରେ କରିବ ଅଧ୍ୟୟନ ।