STORYMIRROR

Jeenashree Routray

Fantasy

4  

Jeenashree Routray

Fantasy

ମୁକ୍ତ ଆକାଶ

ମୁକ୍ତ ଆକାଶ

1 min
193

ଖୋଲା ଆକାଶର 

     ମୁକ୍ତ ବିହଙ୍ଗ ଆମେ

ମନେ ଭରି ଅନେକ ସ୍ବପ୍ନ

     ହୃଦୟ କୁ କରଇ ଆଲୋଡିତ

ଉଙ୍କି ମାରୁଥାଏ ଅନେକ କଳ୍ପନା 

     ବାସ୍ତବ ରେ ରୂପାୟନ ପାଇଁ

ଆସେ କେତେ ଭାବନା

      ସତ୍ୟ, ନିତ୍ୟ, ଚିରନ୍ତନ 

ଯଦି ଥିବ ଆମ ମନ

        ବହୁ ଦୂର ଉଡି ଛୁଇଁବ ଗଗନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy