STORYMIRROR

Jeenashree Routray

Abstract

4  

Jeenashree Routray

Abstract

ନାରୀ

ନାରୀ

1 min
340

ନାରୀ ନୁହେଁ ସେ ତ ସ୍ୱୟଂ ନାରାୟଣୀ

ଭବ ସଂସାରେ ସେ ସୃଷ୍ଟି ର କାରିଣୀ

ଜନନୀ ଭଗିନୀ ପ୍ରିୟ ପ୍ରଣୟନୀ

ଅମୃତ ମୟି ସେ ଅଭୟ ଦାୟିନୀ

ନାରୀ ବିନା ସୃଷ୍ଟି କି ହେବ ସଂସାରର

ଜଗତେ ନାହିଁ ଯେ ତୁଳନା ତାହାର

ଜନନୀ ରୂପେ ଦିଏ ସେବା ମୂଲ୍ୟ ପ୍ରେମ

ତା କୋଳେ ଝୁଲଣl ସତେ କେତେ ଅନୁପମ

ତା ପଣତ ପୋଛି ଦିଏ ସବୁ ଦୁଃଖ କଷ୍ଟ

ତା କରୁଣା ହରି ଦିଏ ଯେତେ ସବୁ ରିଷ୍ଟ

ନୁହଁଇ ସେ ଅବଳl ନୁହଁଇ ଦୁର୍ବଳl

ସେ ଅଟଇ ମମତାମୟୀ 

ତା ପରି ଅଛି କିଏ କରୁଣା ମୟୀ

ଦଶ ଭୁଜା ରୂପ ଧରି କରେ ସେ ସଂହାର

ଦୁଷ୍ଟ ଶକ୍ତି କୁ ବିନାଶ କରି ଜଗତ କୁ

କରଇ ଉଦ୍ଧାର

ରାଣୀ ଝାଂସି ରୁ ନେଇ ରାଣୀ ଲଷ୍ମୀବାଇ

ରଖିଲେ ଦେଶ ର ଟେକ

ରୋଗୀ ସେବା କରି ମଦର ଟେରେସ

ହରିନେଲେ ସବୁ ଦୁଃଖ

ନାରୀ ନୁହେଁ ସେ ତ ସ୍ୱୟଂ ନାରାୟଣୀ

ଭବ ସଂସାରେ ସେ ସୃଷ୍ଟି ର କାରିଣୀ

ଜନନୀ ଭଗିନୀ ପ୍ରିୟ ପ୍ରଣୟନୀ

ଅମୃତ ମୟି ସେ ଅଭୟ ଦାୟିନୀ

ନାରୀ ବିନା ସୃଷ୍ଟି କି ହେବ ସଂସାରର

ଜଗତେ ନାହିଁ ଯେ ତୁଳନା ତାହାର

ଜନନୀ ରୂପେ ଦିଏ ସେବା ମୂଲ୍ୟ ପ୍ରେମ

ତା କୋଳେ ଝୁଲଣl ସତେ କେତେ ଅନୁପମ

ତା ପଣତ ପୋଛି ଦିଏ ସବୁ ଦୁଃଖ କଷ୍ଟ

ତା କରୁଣା ହରି ଦିଏ ଯେତେ ସବୁ ରିଷ୍ଟ

ନୁହଁଇ ସେ ଅବଳl ନୁହଁଇ ଦୁର୍ବଳl

ସେ ଅଟଇ ମମତାମୟୀ 

ତା ପରି ଅଛି କିଏ କରୁଣା ମୟୀ

ଦଶ ଭୁଜା ରୂପ ଧରି କରେ ସେ ସଂହାର

ଦୁଷ୍ଟ ଶକ୍ତିକୁ ବିନାଶ କରି ଜଗତକୁ

କରଇ ଉଦ୍ଧାର

ରାଣୀ ଝାଂସିରୁ ନେଇ ରାଣୀ ଲଷ୍ମୀବାଇ

ରଖିଲେ ଦେଶର ଟେକ

ରୋଗୀ ସେବା କରି ମଦର ଟେରେସା

ହରିନେଲେ ସବୁ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract