STORYMIRROR

Jeenashree Routray

Inspirational

3  

Jeenashree Routray

Inspirational

ସମ୍ପର୍କର ନଦୀ ତିରେ

ସମ୍ପର୍କର ନଦୀ ତିରେ

1 min
180


ଜୀବନ ଏକ ମଧୁର ବନ୍ଧନେ ଗଢ଼ା

ବଞ୍ଚିବା ପାଇଁ ସଂପର୍କ ଲୋଡ଼ା

ନଦୀ ଖୋଜି ଥାଏ ବୋହିବାକୁ

ସମ୍ପର୍କ ଖୋଜୁ ଥାଏ ଏକାଠି ରହିବାକୁ

ତୁଠ କୁ ଯିବା ପାଇଁ ଖୋଜୁଥାଏ ତଟିନି

ମନ ମୋହି ଯାଏ ମଧୁର ବଚନ ଶୁଣ

ଜୀବନ ତ ସୁଖ ଦୁଃଖର ମିଶ୍ରଣ

ପରିସ୍ଥିତି ସହ ସବୁ କରିବାକୁ ହେବ ଗ୍ରହଣ

ଜୀବନ ରେ ଆସିଥାଏ ଅନେକ ବିପଦ ର ମୁଖ

ଦୁଃଖରେ ବି ଖୋଜିବାକୁ ହେବ ସୁଖ

ସୁଖ ଦୁଃଖର ମିଶା ଏ ଜୀବନ

ଅଛି ପୁଣି ଜୁଇ ଅଛି ବି ସପନ

>

ଜୀବନ ମାନେ ତ ବୁଝିଛି ଯିଏ

ପ୍ରକୃତ ମଣିଷ ଅଟଇ ସିଏ

ମଣିଷ ଜନମ ଅଟଇ ଦୁର୍ଲ୍ଲଭ

ସମ୍ପର୍କକୁ ନବୁଝିଲେ କି ହେବ ଲାଭ

ଇଶ୍ଵର ଦେଇଛନ୍ତି ଅନେକ ଜ୍ଞାନ

ଅଜ୍ଞାନେ ମଣିଷ କାଟୁଛି ଦିନ

ଜୀବନ ତା ଏକ ପାଣିଫୋଟୋକା

କେତେବେଳେ ଫୁସ ହୋଇଯିବ

ଚାହିଁ ରହିଥିବେ ସଭିଏଁ ତ।ଟକ।

ଜୀବନ କୁ କର ଉପଯୋଗ

ସମ୍ପର୍କରୁ ନ ହୁଅ କେବେ ବିୟୋଗ ।

ଏଇତ ଜୀବନ

ଭଲ କରମରେ କରିବା ଧ୍ୟାନ ।


Rate this content
Log in

Similar oriya poem from Inspirational