ଶିଉଳି
ଶିଉଳି
କେତେ ଭାବ ଥିଲା ଭାବ ଟା ଅଭାବ ,
ମନେ ପ୍ରମାଦ ମାତିଛି ।
ବସନ୍ତ ଗଲା ଗଲା ବସନ୍ତ ଠୁଁ ,
ସେଇମିତି ଏକା ଜଗିଛି ।
କଥା ଦେଇ କଥା ପାସୋରି ଦେଲ ,
ପୋଖରୀ ତୁଠ ରେ ଜଗିଛି ।
କେତେ ପାଦ ଯାଏ ସେ ପାଦ ମିଳେନି ,
ପଦାଘାତ ମାନ ସହୁଛି ।
ପୁର୍ବ ଅନାବନା ମୂହୂର୍ତ ସାଉଁଟି ,
ଏକା ଏକା ଖାଲି ପଡିଛି ।
ପଥର ପିନ୍ଡ ପାଲଟି ଏବେ ,
ତୁଠ ପଥର ଶିଉଳି ସାଜିଛି ।
ସେଇମିତି ଏକା ଜଗିଛି
ଶୂଭ ଅପରାହ୍ନ ପ୍ରିୟ ଗଣ ।

