STORYMIRROR

baishnaba meher

Romance

3  

baishnaba meher

Romance

ଆଶା

ଆଶା

1 min
273


ଆଜି ବି ଅନ୍ଧାରେ...

ଦୀପ ଜାଳି ବସିଛି,

କାଳେ...

ତୁମେ ନେଇ ଆସିବ ମୋ ପାଇଁ...

ସ୍ବପ୍ନ ରାଇଜରୁ...

ଝିଲ୍ ମିଲ୍ ତାରାସବୁ।

କୋମଳ ହୃଦୟେ,

ମୃଦୁ ଆଲୋଡନ..

କେବଳ ତୁମରି ପାଇଁ,

ଯୌବନେ ଯେବେ ଛୁଏଁ...

ଚଗଲା ଫଗୁଣ...

ମନ ଗାଏ ପ୍ରଣୟ ଗୀତି ।

ଚାନ୍ଦିନୀ ରାତିରେ...

ଜହ୍ନ ଆଢୁଆଲେ...

ତୁମ ମୁହଁ ଦିଶେ,

ନିର୍ଲଜ ମୁଁ...

ଜଗି ବସିଥାଏ,

ଅନ୍ଧାର ହେବ କେବେ,

ଆଉ...

ପୂର୍ବବତ...

ଆମେ ମିଶିଯିବା...

ଅନ୍ଧାର ରାତିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance