STORYMIRROR

Prakash Biswal

Romance

3  

Prakash Biswal

Romance

ପ୍ରିୟତମା

ପ୍ରିୟତମା

1 min
196

ତୁମେ ସୁଗୁଣର ଗ୍ରନ୍ଥାଘର

କରିବାକୁ ତୁମକୁ ନମସ୍କାର

ଆଜି କହୁଅଛି ମନ ମୋର

ଦେଖିବି ବାରେ ପ୍ରତିମା ତୁମର ।


ତମେ ହସି ଦେଲେ ମୁକୁତା ଝରେ

ପାଖରେ ନାହଁ ବୋଲି ତୁମକୁ ଝୁରେ

କାହିଁକି ତତେ ମତେ ଏତେ ଲାଗେ ନିଜର

କେ ଜାଣେ କି ସମ୍ପର୍କ ତୁମର ଆମର ।


ଦୁଃଖ ଅଛି ଯେତେ ମନରେ ତୁମର

ସବୁ ଦୁଃଖ ଭୁଲିଯାଅ

ସମ୍ପର୍କରୁ କେବେ କରିବନି ଦୂର 

ମାଗୁଅଛି ଏହି ଘେନବର ।


କହିବାକୁ ଥିଲା କେତେ କଥା ସାଥି

ବାକି ରହିଗଲା ସବୁ

ତମର ଆମର ସମ୍ପର୍କ ଏମିତି

ଚିରଦିନ ରହିଥାଉ ।



Rate this content
Log in

Similar oriya poem from Romance