ଜୀବନ
ଜୀବନ
1 min
5
ମଣିଷ ଜୀବନ ପାଣି ଫଟକା
କେବେ ମିଠା କେବେ ଖଟା
ସାତ ରଙ୍ଗ ଏହି ଜୀବନଟା
କେବେ ରଙ୍ଗିଳା ତ ଫିକା ।
ଜୀବନର ଚଳାପଥେ ଆସିଥିଲି ଏକା
ସବୁ ସମ୍ପର୍କକୁ ଛାଡି ଯିବାକୁ ହେବ ଏକା
ସମ୍ପର୍କରୁ ସବୁଦିନ ପାଇଁ କରିଦିଅ ଏକା
ଜୀବନରେ ରହିବାକୁ ଚାହେଁ ମୁଁ ଏକାଏକା ।
ଏଇମୁଁ କରୁଛି ମୋ ହୃଦୟର ବ୍ୟାଖ୍ୟା
ମୋତେ ଆଉ ଜୀବନରେ କରିବନି ଅପେକ୍ଷା
ଜୀବନରେ ଏଇ ମୋର ତମ ସାଥେ ଶେଷ ଦେଖା
ଜୀବନରେ କେବେ ହେଲେ ଦେଖିବିନି ପ୍ରେମପତ୍ର ଲେଖ
