ଶିକ୍ଷା
ଶିକ୍ଷା


ଅଜ୍ଞାନତା ଦୁଃଖର କାରଣ
ଅନ୍ଧକାର ପାଇଁ ଦୀପ
ଦିବସର ପ୍ରଭାକର
ପ୍ରତୀକ୍ଷା ପ୍ରଦୀପ
ଶିଶୁ ରୁ ବୟସ୍କ
ଅହରହ ଜ୍ଞାନନେତ୍ର
କରିବିକାଶୀତ
ଧର୍ମରକ୍ଷା ମହାଭୂତ ସମ ।
ଅନ୍ତର୍ହିତ ଗୁଣର ବିକାଶ
ଶିକ୍ଷକ ସନ୍ଧାନ
ଗୁରୁତ୍ୱ ର ଆସନେ ଅସନ,
ଗଢେ ହାତେ କୌଶଳରେ
କୁଶଳୀ ଶ୍ରମିକ
କେତେ ଆଶା ପ୍ରତିକ୍ଷାରେ
ଜୀବନ୍ତ ଦେବତା ମାନ।
ମୁକ୍ତିର ପଥିକ ଆମେ
ଶକ୍ତି ପ୍ରାପ୍ତ ଏକମାତ୍ର ଲକ୍ଷ
ସାଧନାର ନାହିଁ ଅନ୍ତ
ଅବଧୂତ ଜୀବନ୍ତ ଦୃଷ୍ଟାନ୍ତ
ବ୍ୟାସ ବୟସର
ବାଳକ ର ଶିଷ୍ୟ
ଜ୍ଞାନକୌଶଳ ବିଜ୍ଞାନ
ମୂଳମନ୍ତ୍ର ଓଁକାର ।