Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Classics

4  

Sanatan Das

Classics

ଶୀତୁଆ ସନ୍ଧ୍ୟା

ଶୀତୁଆ ସନ୍ଧ୍ୟା

1 min
341


ଶୀତୁଆ ସନ୍ଧ୍ୟାର ଆଗମନରେ

ଗ୍ରାମ୍ୟ ପରିବେଶ ରେ ଛାଇ ଯାଏ

ଅସମ୍ଭବ ନୀରବତା..!!


ଶିଶିର ବିନ୍ଦୁ ର ଅଳଙ୍କାରରେ 

ସଜ୍ଜିତ ହୋଇଯାଏ ଧରଣୀ ରାଣୀ,

ବିଚ୍ଛୁରିତ କରି ଶାନ୍ତ ସ୍ନିଗ୍ଧ ପରିବେଶରେ

ପ୍ରକୃତିର ସୁନ୍ଦରତା କୁ..!!


ରାତିର ଥଣ୍ଡା ଆବରଣ ତଳେ

ଲେଖି ହୋଇଯାଏ ଶୀତ ଋତୁ ର

ଅନାବନା ଅସମାହିତ ଶବ୍ଦ ସବୁ..!!


ଗରିବ ର କୁଡିଆ ତଳ ଚୁଲିରେ

ବଳିପଡେ ଘସି ର ଖଣ୍ଡିତ ଦେହ,

ଉଷୁମ ଟାଣିବାକୁ ଆଉ ଶାନ୍ତିରେ 

ଟିକେ ଶୋଇବାକୁ ବୋଉର 

ଚିରା ପଣତ କାନି ତଳେ,,।।


Rate this content
Log in

Similar oriya poem from Classics