STORYMIRROR

Sudhashree Bhattamisra

Classics

3  

Sudhashree Bhattamisra

Classics

ସୂର୍ଯ୍ୟ

ସୂର୍ଯ୍ୟ

1 min
239

ନାଟକୀୟ ଲାଗେ

କାହିଁକିଯେ

ଜୀବନଟା ବେଳେ ବେଳେ

ବିନା ନାଟକରେ

ହୃଦୟ କିଣିଦିଏ

ଅଜାଣତରେ

ହୃଦୟହୀନ

ମଣିଷର

ଏଇ ବୋଧେ ନାଟକର

କ୍ଲାଇମେକ୍ସ

ବୁଝିପାରିଛି

ସେତିକି

ଯଥେଷ୍ଟ

କିଏସେ ଵୁଝିଛି ମୋ

ଦରଦି ହୃଦୟର

ଯନ୍ତ୍ରଣା

ଆଶା ଥିଲା

ସୁରୁଜଟେ ଉଇଁବି

ତଥାପି ନିଷ୍ପ୍ରଭ

ହୋଇନି

ସୂର୍ଯ୍ୟ କଣ

ରୁଦ୍ଧ କୋଠରୀରେ

ପ୍ରଭାହୀନ

ହୁଅନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Classics