STORYMIRROR

Bhagyabanta Mahaling

Classics Inspirational Others

3  

Bhagyabanta Mahaling

Classics Inspirational Others

ଭାଇ ଭାଇ

ଭାଇ ଭାଇ

1 min
195


ରାମ୍ ଲଏଖନ୍‌ ମିଶିଥିଲେ ବଲି 

 ରାବଣ୍ କେ ପାର୍ଲେ ମାରି 

 ଭାଇ, ଭାଇ ଯଦି ନାଇଁ ମିଶିଥିତେ

 ଇଜତ୍ ଯାଇଥିତା ସରି ॥ 

କଲି ଯୁଗ୍ ଇଟାଆଏ ରେ ବାବୁ

 କେତେ ଢିପ୍ କେତେ ଖାଲ୍‌

 ଭାଇ ଭାବ୍ ଟା ସଂସାରେ ରଖି

 ଦେଖି ଚାହିଁ ବାଟ୍ ଚାଲ୍‌ ॥

ଗରବ୍ ଅହଁକାର୍ର ମାରି ଦେ ରେ

 ମୁନୂଷ୍ ପନ୍ ଛାଡ଼ ନାଇଁ

ଭାଇ ଭାଇ ମିଳିମିଶି ଥିଲେ 

 ବିପଦ ପଲାସି କାହିଁ ।।

ନାଇଁ ଜାନି ବେଳେ ଶୁନ ଭାଇ

 ସେ ରାମ ଲଏଖନ୍ କଥା

ଏକ ହେଇକରି ଥିଲେ ବଲି

 ତଲ୍ ନାଇଁ ହେଇ ମଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics