STORYMIRROR

Bhagyabanta Mahaling

Others

3  

Bhagyabanta Mahaling

Others

ନେତା

ନେତା

1 min
222

ଉପରେ ଉପରେ ଦେଖେଇ ହଉଛ

  ଆମେ ବଡ ବଡ ନେତା

ରୋଡ୍ ରାସ୍ତା ଖାଲ୍ ଢିପ ଅଛେ 

  ଦେଖି ନାଇଁ ପାର୍ବାର କେନ୍ତା ।।


ଧଏନ ଧଏନ ହୋ ମେମର୍ ସରପଂଚ

 ଲାଏଜ୍ ସରମ୍ ଦିହେଁ ନାଇଁ 

ଭୋଟ୍ ସମିଆଁ କେ ଘର୍ ଘର୍ ଆଉଥିଲ

 ଇହାଦେ ଲୁକିଛ କାହିଁ ।।


ଜୁଆନ୍‌ ପାଉଛେ ଭତ୍ତା ଦେଖ

 ବୁଢା ହେଉଛେ ଥେତା

ଧଏନ୍‌ ଧଏନ୍‌ ହୋ ସମିତି ସଭ୍ୟ

ଧନିର୍ ଏକା ତୁମେ ନେତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍