STORYMIRROR

Bhagyabanta Mahaling

Children Stories Romance Fantasy

2  

Bhagyabanta Mahaling

Children Stories Romance Fantasy

ପ୍ରେମିକା

ପ୍ରେମିକା

1 min
69

କେଉଁ ରାଇଜର ରାଜଜେମା ଗୋ

 ରୂପରେ ଲାବଣ୍ୟବତୀ

ଦେଖିଲେ ତୁମକୁ ତରଳି ଯାଉଛି

ସତେ ମୁଁ ମହମବତୀ ।

ଆଖିଟି ତୁମର ଉଜ୍ଜଳ ନକ୍ଷତ୍ର

 ଦିଶେ ଭାରି ଚକ ଚକ 

ମୁହଁଟି ତୁମର ପୂର୍ଣ୍ଣମୀ ଚାନ୍ଦ

 ଦିଶୁଥାଏ ଦପ ଦପ ।


Rate this content
Log in