STORYMIRROR

Bhagyabanta Mahaling

Children Stories Romance Fantasy

3  

Bhagyabanta Mahaling

Children Stories Romance Fantasy

ହେ କୃଷ୍ଣ

ହେ କୃଷ୍ଣ

1 min
159

ଝୁରୁଛନ୍ତି ରାଧାରାଣୀ କୃଷ୍ଣ କୃଷ୍ଣ ବୋଲି ଜାଣି

ଅନ୍ତର ବେଦନା ଚାପି ରଖନ୍ତି ମନେ

ପୀରତି ଫାନ୍ଦରେ ଛନ୍ଦି ଛାଡ଼ିଗଲେ ଗୋପଶିରୀ

ଆଖିରୁ ଝରାନ୍ତି ଲୁହ ଗୋପରେ ଜନେ ।।


କାନ୍ଦିକହେ ନନ୍ଦରାଣୀ ଶୁଣରେ ତୁହି କନ୍ହେଇ 

ତୁ ଗଲେ କେମିତି ଆମ୍ଭେ ବଞ୍ଚିବୁ ଧନ 

ତୁ ଅଟୁ ଜୀବ ଜୀବନ ତୁ ଗଲେ ଝୁରିବ ପ୍ରାଣ 

ତୋ ବିନେ ଅନ୍ଧାର ଦିଶେ ମୋର ନୟନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍