Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

3  

baishnaba meher

Romance

ଶୀତୁଆ ରାତି

ଶୀତୁଆ ରାତି

1 min
184


ଶୀତୁଆ ରାତିଟାରେ...

ତୁମେ ଆଉ ମୁଁ...

କମ୍ବଳ ଭିତରେ,

କିଛି ତୁମେ କୁହ...

କିଛି ମୁଁ କହେ,

ରାତି ଯାଏ ପାହି,

ଆମ ପ୍ରେମ ବନ୍ଧନରେ ।


ତୁମ ଓଠ...

ସାଥେ ମୋ ଓଠ...

ବାରମ୍ବାର...

ସମାଧାନ ଖୋଜେ,

କେମିତି...

ଦେହେ ଉଠିବ ତାତି...

ଶୀତୁଆ ରାତିରେ ।


ଅଳସୁଆ ସକାଳଟା...

ଇଚ୍ଛାହୁଏ...

ଆଉ କିଛି ମୁହୂର୍ତ୍ତ...

ଶୋଇବାକୁ ବିଛଣାରେ,

ଆହୁରି ପ୍ରେମ କରିବାକୁ...

ଛନ୍ଦିହୋଇ...

ତୁମ ବାହୁଯୁଗଳରେ ।



Rate this content
Log in

Similar oriya poem from Romance