STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଶୀତ

ଶୀତ

1 min
231

ଶୀତ ତୁ କାହାର ମିତ 

କାହାକୁ ଦୁଃଖ ଦେଉ ବି ବହୁତ 

ତୋ ପାଇଁ ଆଜି ବିବିଧ 

କେତେଜାତି ଫୁଲ ଫଳ ପତ୍ର 

ହେଲେ ବି ବିଭେଦ ସେଇ ଜଟିଗୋତ୍ର 

କିଏ ଘୋଡେଇ ଶୁଏ ରେଜେଇ କମ୍ବଳ ଶତ 

କିଏ ଫୁଟପାଥ ରେ ଶିଶିରଶିକ୍ତ 

ମହନୀୟତା ଭିତରେ କେ ବଢାଏ 

ଦାନର ହାତ ହୋଇ ଅପ୍ରସ୍ତୁତ 

ସମୁଦାୟ ପୃଥିବୀରେ ସର୍ବଦା 

କୋଳାହଳ ପର୍ଯ୍ୟାପ୍ତ 

ଅସମୟରେ ନ ଆସି ଆସୁଥା 

ସମଗ୍ର ସତ୍ତା କୁ କରିବାକୁ ବ୍ୟାପ୍ତ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract