ଶୀତ
ଶୀତ
1 min
260
ଆଇଲା ଶୀତ ମାସ ଜାଡ କେ ଆନି
ଦେହ ଯାଉଛେ ଥରି l
ଦେହେଁ ତି ଜାଡ ଭେଦି ଯାଉଛେ
ମନ ହେଉଛେ ଆଦରି l
କାର୍ତିକ ମାସ ଆଇଛେ ଭାଇ
କରୁଛେ ଥରହର ଜାଡ l
ମଗଶିର ଆଇତି କାର୍ତିକର ଯାଏତି
ଦୁଲକେଇ ହେଉଛେ ହାଡ଼ l
କେନ ଉଢ଼ୁଛେ କୋଦାରୀ ସାଲ
କେନ ଉଡୁଛେ କମଳ l
କେନ ତାପୂଛେ ଯୁଏ ଧରେଇ
ଶିହିରି ଯାଉଛେ ଗେଲ l
ଶୀତକେ କାଏଁ ବଲବ ମିତ
କରୁଛେ କାର୍ଲେଇ ଆମ କେ l
ଥରି ଥରି ଦେହେଁ କଂପୁଛେ ହାଡ଼
ଖଟା କରୁଛେ ମନ କେ l