STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଶୀତ ର ଆବେଗ

ଶୀତ ର ଆବେଗ

1 min
83

ଆପେ ଆପେ ଚୋରିହେଇଗଲା କିଛି ଅଭୁଲା ମୁହୂର୍ତ୍ତ, ବିନା ସ୍ଵାର୍ଥେ ନ ଥିଲା ବି କିଛି ସର୍ତ୍ତ. ପାଉଁଶ ତଳେ ନିଆଁ ଥାଏ, କୁହୁଳି କେବେ ଜଳେ କେବେ ନିଆଁ ହୋଇ କୁହୁଳେ, ଏଥିରେ ମୁଁ ତୁମେ ସେ କେବେ କେବେ ଏକମତ. ଆଉ କେବେ ଯେବେ ଅସର୍ତକ ଆବେଗ ରେ ନିସର୍ତ୍ତ ମୁହୁର୍ତ୍ତ ସବୁ ହୁଏ ଉଦ୍ଭାସିତ, ସତରେ ମ ପରିପ୍ରକାଶନୀ ସବୁ ଆପେ ଆପେ ଅଘୋଷିତ. ତମେତ ଇଶ୍ୱର ଘୋଡଣୀ ଲାଗିରେ କମ୍ପମାନ ଶୀତ କୁ କରିଛ ବଶୀଭୂତ, ହେଲେ ମୁଁ ଏଵେ ଥରୁଛି ବୋଧେ ଶୀତ ମତେ କରେ ଭୟଭୀତ, ଅଭୟ ଦିଅ ପ୍ରଭୁ ତୁମଠାରେ ସେବେଠୁ ପା ମୁଁ ସମର୍ପିତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract