Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini kanta Padhi

Inspirational

4.0  

Nalini kanta Padhi

Inspirational

ଶୀତ ଓ ମୁଁ

ଶୀତ ଓ ମୁଁ

1 min
182


ଶୀତ ଓ ମୁଁ 

ଏବେ ବେଶି ବେଶି 

ଅନ୍ତରଙ୍ଗ

ବେଶିବେଶି ଗପସପ,

ଥଟ୍ଟାମଜା

ଆଉ ବେଶି ବେଶି

 ଅଳସୁଆ ଭାବ l


ଜୀବନ, ଯେମିତି

କାକର ବୁନ୍ଦାରେ

ଘାସ ଗାଲିଚାର

ଅପୂର୍ବ ଶୋଭା ଦର୍ଶନ

ଭିତରେ

କାଳ୍ପନିକ ସୂର୍ଯ୍ୟ l


ହଁ, ଶୀତ ଓ ମୁଁ

ରେଜେଇ ଭିତରେ

ଉଷୁମ ଉଷୁମ ସ୍ପର୍ଶ

ଆଉ ଚେତନ ଭିତରେ

ଆଉ ଏଜ ବିଶ୍ୱ l


ଖୁଁ ଖୁଁ କାଶ

ଆଉ ଥରଥର

ଥଣ୍ଡା ହାୱାରେ 

ବାରମ୍ବାର କବିତା ଲେଖା,

ଟିକେ ଖୁସି

ଓ ଟିକେ ଦୁଃଖର l


ହଁ,ଏବେ ଶୀତ ଆଉ ମୁଁ

ଆହୁରି ଲାଗେ

ବେଶି ବେଶି ନିଜର l



Rate this content
Log in

Similar oriya poem from Inspirational