STORYMIRROR

Nalini kanta Padhi

Inspirational

3  

Nalini kanta Padhi

Inspirational

ତୁମ କରୁଣାର ବାରି

ତୁମ କରୁଣାର ବାରି

1 min
19



ତୁମ କରୁଣାର ବାରି
 ମୋ ଶିରେ ପଡ଼ୁ ଝରି ll
  ତୁମେ ସର୍ବ ବ୍ୟାପି ଅନନ୍ତ ଅନାଦି
 ତୁମେ ସକଳ ଘଟେ ଅଛ ରହି
 ମୁଁ ଏକ ପଥ ହରା ପଥିକ
 ହରାଓ ଯେତେ ଦୁଃଖ ସୁଖ ll

 ନଳିନୀ କାନ୍ତ ପାଢ଼ୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational