Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଶୀତ ଆସି ଅଛି ଧରାକୁ

ଶୀତ ଆସି ଅଛି ଧରାକୁ

1 min
124


ଶୀତ ଆସି ଅଛି ଧରାକୁ  

ଆଶରା ସଭିଙ୍କ ଖରାକୁ !

ନିଆଁ ପୂଇଁ ସାରି ଖରାରେ 

ବସିବା ଏ ଶୀତ କାଳରେ !

ଥୁରୁଥୁରୁ ଦେହ ଥରେ ରେ

କାଲୁଆ ପବନ ମାଡରେ !

ହାଡଭଙ୍ଗା ଜାଡ ପୀଡାରେ 

ଅଥୟ ପରାଣ ଦୁଃଖରେ !

ଦୁଖୀ ଦରିଦ୍ରର ଭରସା

ନିଆଁ ପୂଆଁ ଛଡା ତା'ଆଶା !

ନ ଥାଏ ଶୀତୁଆ ପବନ

କରଇ ମନକୁ ଉଚ୍ଛନ୍ନ ॥

ଧାନ କ୍ଷେତ ମାନ ହସଇ

ତାଦେଖି ଚାଷୀର ନାଚଇ !

ମନ କେଡେ ଆନନ୍ଦରେ ରେ 

ପକ୍କ୍ବଶାଳୀ ଶସ୍ୟ କ୍ଷେତରେ !

ଚାଷୀ କରେ ଶସ୍ୟ ଅମଳ

ପ୍ରକୁତିର ବେଶ ନିର୍ମଳ !

ଅବଲୋକି କବି ମନରେ 

ନବ କଳପନା ଜାଗେ ରେ !

ଶୀତ ଆସି ଅଛି ଧରାକୁ 

ବଣଭୋଜି ମଜା ନେବାକୁ ,

ଆହା କି ଉଲାସ ମନେ ରେ 

 ଭୋଜିଭାତ ଦୂର ବଣରେ !

କରିବାକୁ ଯିବେ ଏ କାଳେ 

ନିଆଁ ପୁଆଁ ଶୀତ ସକାଳେ !

ନାନା ପରବ ଯେ ପଡଇ

ଆହା କି ଆନନ୍ଦ ଲାଗଇ ????



Rate this content
Log in

Similar oriya poem from Romance