STORYMIRROR

Narayan Sethi

Horror Tragedy Thriller

3  

Narayan Sethi

Horror Tragedy Thriller

ଶୀର୍ଷକ:- ଘିବିଲୀ ଫୋଟ ବିପଦ କେବଳ ତୁମରି

ଶୀର୍ଷକ:- ଘିବିଲୀ ଫୋଟ ବିପଦ କେବଳ ତୁମରି

1 min
148

ଲେଖକ:- ନାରାୟଣ ସେଠୀ 


ହଇରେ ନାରଣ କି ଯୁଗ ଆସିଲା 

ସଭିଏଁ ଧରିଛ ....

ଖଣ୍ଡେ ଖଣ୍ଡେ କି ମୋବାଇଲ 

କେବେ ଟିକ ଟକ ତ 

କେବେ ପୁଣି ଈନଷ୍ଟାଗ୍ରାମ ରିଲସ ....!!


ନୂଆଁ ନୂଆଁ ଗୋଟେ 

ଫୋଟ ର କରୁଛ ସନ୍ଧାନ

ସେ ଛୁଆ ହେଉ ଅବା ଜୱାନ 


କି ବାୟା କରିଛି ଏ 

କୁଣ୍ଡେଇ ଫୋଟ ଗ୍ୟାଲେରୀ 


ଯାହାକୁ ଦେଖିବ ସଭିଏଁ 

ନିଜ ଷ୍ଟାଟସ୍ ରେ 

ବ୍ୟସ୍ତ ହୋଇ ସାରିଛି

ଘୀବିଲି ଫୋଟ ର ଫାମିଲି.....!!


ସଭିଏଁ ତ ବ୍ୟବହାର କରିଛ 

କିନ୍ତୁ କେବେ ଭାବୀଛ

ଏ ଘୀବିଲି କେତେ ବିପଦ ତୁମରି....!!


ଆକୁ ତାକୁ ଦେଖି 

ଟ୍ରେଡିଙ୍ଗ ବାହାନା ରେ 

ଅନ୍ୟ କୁ ଦଉଚ ଗୁପ୍ତ ସୂଚନା


ନିଜେ ନିଜକୁ ବିପଦ ପାଇଁ 

 ନିମନ୍ତ୍ରଣ କରୁଛ କି ସୁନ୍ଦର ଏ ଜମାନା ......!!



ଅଳପ ସମୟ ରେ ପାଉଛ ଯଦି କିଛି 

ସେ କେବଳ ବିପଦ ତୁମରି......!!


ଆଜି ର ଏ ସ୍ମାର୍ଟ ଦୁନିଆଁ ରେ ଭାଈ 

ସତର୍କ ରହିବା ନିହାତି ଜରୁରୀ.......!!



ମୋବାଇଲ ରେ ଶେନସର 

ତୁମକୁ ଆଉ ତୁମ 

ମନ କୁ ପଢୁଛି ଯେପରି .....!!


ତୁମେ ବୁଝିବା କଥା ଭାଈ ଓ ଭଉଣୀ 

ଗୋଟିଏ ତଥ୍ୟ କୁ ସର୍ଚ୍ଚ କଲା ପରେ 


ସେ ତଥ୍ୟ ଯେ ମୋବାଇଲ ସ୍କ୍ରିନ ରେ 

ବାରମ୍ଵାର ଆସେ କିପରି.....!!


ଆଜିର ଦୁନିଆଁ ସ୍ୱାର୍ଥର ଭାଈ 

କେହି ନୁହେଁ କାହାରି 

ଅନ୍ୟ କୁ ଫୋଲୋଇଙ୍ଗ କରି 

କାହିଁକି ହରାଉଛ ନିଜ ଡାଟା ତୁମରି....!!







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror