Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Thriller

3  

SushreeShibanee Das

Thriller

ଶିବମୟ

ଶିବମୟ

1 min
165



ଶିବମୟ କେଇ ମୁହୂର୍ତ୍ତର ସମୟ,

ତବ ଶିବତ୍ବ ରେ ମମ ଶବର ବିଲୁପ୍ତ...

ଟିକେ ଆନନ୍ଦ ଟିକେ ତୃପ୍ତି ହିଁ ବହୁତ...

ଏ ଦୁନିଆଁ ଜାଣୁ କି ନ ଜାଣୁ !!!

ତୁମେ ମୋତେ ଜାଣ, 

ତୁମେ ମୋତେ ବୁଝ,

ମୋ ପାଇଁ ସେତିକି ଯଥେଷ୍ଟ ll

ନିର୍ବାଣଦାତା କର ନିବାରିତ......

ଏଇ ମୋ ତୃଷାର୍ତ୍ତ ଚିତ୍ତ !!!

ପ୍ରଣବରେ ତୁମ ପରମଦର୍ଶନ, 

ଚରମତତ୍ତ୍ୱ ବେଦାନ୍ତ ॥

ପ୍ରଶମିତ ହେଉ ଅନ୍ତର ଅନଳ,

ସହିବାକୁ ଆଉ ନାହିଁ ବଳ.......

ଝୁରିଝୁରି ତୁମ କୃପା କଣିକାକୁ,

ଝୁରିଝୁରି ତୁମ କୃପା କଣିକାକୁ,

ସରିଯାଉ ଏ ଅଲୋଡା ଆୟୁଷ ମୋର ॥


Rate this content
Log in

Similar oriya poem from Thriller