Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Abstract

3  

SushreeShibanee Das

Abstract

ସ୍ପନ୍ଦିତଶୀଳା

ସ୍ପନ୍ଦିତଶୀଳା

1 min
170


ହସ-ଲୁହ ର କୃତ୍ରୀମ ପରିଷ୍ପୁଟନ ଥାଇପାରେ, କିନ୍ତୁ,

'କୋହ' ଆଉ 'ଦାହ' ର           

କୈାଣସି ବି ବିକଳ୍ପ ନଥାଏ ॥

ପଚାରନା, ଧୈର୍ଯ୍ୟର ସୀମା କେଉଁଯାଏ ?ଖୋଜନାହିଁ, ସ୍ପନ୍ଦନ ଗଭୀରତା ମାପେ କିଏ ? 

ଏମିତି ପରୀକ୍ଷା ଅଗ୍ନି ଟା ଜଳୁଥାଉ,            

ଆଶାର ସଂହିତା ଅନ୍ତ ଯାଏଁ.................

ସ୍ୱୟଂକୁ ମୋହ ଥିଲେ ସିନା, 

ପରାଜୟର ଭୟ ଥାଆନ୍ତା !!! 

ଏମିତି ସଂଘର୍ଷ ଚାଲିଥିବ,           

 ଶେଷ ରକ୍ତବିନ୍ଦୁ ଥିବାଯାଏ ॥


Rate this content
Log in

Similar oriya poem from Abstract