STORYMIRROR

SushreeShibanee Das

Drama

3  

SushreeShibanee Das

Drama

ଅସ୍ପଷ୍ଟ

ଅସ୍ପଷ୍ଟ

1 min
141


'ମୁକ୍ତ' କରିଦେ

'ବନ୍ଧନ' ଶକ୍ତ ନକର ସମ୍ବନ୍ଧ ରେଣୁର

ଆପଣାର ଯିଏ ନିଶ୍ଚେ ଫେରିବ,

ନିଜ ଠିକଣା ଛାଡି କିଏ' ବା କୁଆଡେ ଯିବ !

ନ ରଖ ଆସରା କେଉଁ କୋଣ ରୁ

'ଅପୂର୍ଣ୍ଣସ୍ୱାର୍ଥ'ରେ ସଭିଙ୍କୁ ଚେହେରା ତୋ 'ଅଚିହ୍ନା' ଲାଗିବ, 

'ଅପୂର୍ଣ୍ଣସ୍ୱାର୍ଥ'ରେ ସଭିଙ୍କୁ ଚେହେରା ତୋ 'ଅଚିହ୍ନା' ଲାଗିବ ।


Rate this content
Log in

Similar oriya poem from Drama