Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Inspirational

3  

SushreeShibanee Das

Inspirational

ବିଭୁତ୍ୱତା

ବିଭୁତ୍ୱତା

1 min
174


ଈଶ୍ୱର ଙ୍କର ଦାନ କେବେ ସ୍ୱଳ୍ପ ହେଇନଥାଏ,

ଯାହା କ୍ଷୁର୍ଣ୍ଣ ହେଇଯାଏ.......

ତାହା' !!!                

ସଂକଳ୍ପ ହେଇନଥାଏ ॥

ଚିତ୍ତ "ଚେତନା" ର ସୀମାବଦ୍ଧତାରେ ରହିବା ଭଲ....,କାରଣ, "ବିବେକ" ର କୌଣସି ବିକଳ୍ପ ନଥାଏ ॥

ଆଶା ବୈଭବର ଅବସାନ ପରେ,ତୁଷ୍ଟି ମିଳେ ନୈରାଶ୍ୟର ଘୋରବନସ୍ତରେ, ପରମ କଂ ଅସ୍ପଷ୍ଟ ସେ ଆହ୍ୱାନ ଭିତରେ, 

ବିଭୁତ୍ୱତା ର ନିଶା ବାଜି ମାରେ,ଈହକ୍ରାନ୍ତି ଅନ୍ତେ ଫେରିବା ପଥରେ, ଅମୃତତ୍ୱର ହାତ ଥାଏ ମଥା ପରେ Il


Rate this content
Log in

Similar oriya poem from Inspirational