Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Others

3  

SushreeShibanee Das

Others

ଯାହା ତୁମ ଈଛା.....

ଯାହା ତୁମ ଈଛା.....

1 min
269


ଯାହା ତୁମ ଇଚ୍ଛା

ଥିଲା_ଅଛି_ହେବ

ଏସବୁର ଗୋଟିଏ ଅର୍ଥ "ଯାହା ତୁମ ଇଛା"

🌿🌿

ତୁମ ପରମାର୍ଥ ସତ୍ତାରେ ନିର୍ବାଣତ୍ୱ, 

ମୋ ଭବିଷ୍ୟତ।

🌿🌿

ଯେବେ ମୁଁ, ତୁମେ' ନଥିଲି ଆଉ ତୁମେ, ମୁଁ' ନଥିଲ, 

ସେ ଥିଲା ମୋ ଦୁଃଖଦ ଅତୀତ।

🌿🌿

ତୁମ ଅମୃତସ୍ପର୍ଶରେ ସମ୍ମୋହିତ, ମୋର ବର୍ତ୍ତମାନ।

🌿🌿

କାରଣ, ମୁଁ କେବଳ ଦେହ ନୁହେଁ.......

"ତୁମ ଇଚ୍ଛାର ଗୋଟେ ସାକାର ମୂର୍ତ୍ତି"

ଯାହାର ପ୍ରାଣଈଶ ତୁମେ, 

ଆଉ ମୁଁ କେବଳ ଅସ୍ତିତ୍ୱବିହୀନ-ଜଡଟିଏ ତୁମ ଇଚ୍ଛା ବିନା ॥


Rate this content
Log in