STORYMIRROR

SushreeShibanee Das

Others

2  

SushreeShibanee Das

Others

ବୀରହବିରତି

ବୀରହବିରତି

1 min
29


ରହି ଅଥଳ ସିନ୍ଧୁକନ୍ଦର ରେ 

ତଥାପି ତୃଷାର୍ତ୍ତ ! ! !

ତଥାପି ତୃଷାର୍ତ୍ତ ! ! !

         ଚାତକୀ ସାଜିଛି ପୂର୍ଣ୍ଣସଂସିଦ୍ଧି ପାଇଁ ।

ହେ ଶ୍ରବିତବାରି, ଢାଳିଦେବ କି ହେ' ଵିନ୍ଦୁଏ ପିୟୁଷ,

ପାନକରି ହେବି, ମୁକ୍ତାବୈଭବା

ପୂର୍ଣ୍ଣତ୍ୱ ଲଭିବି, ପାଷାଣ ରୁ ଶାଳଗ୍ରାମ ପରି,

ପୂର୍ଣ୍ଣ ସମର୍ପଣେ ପୂର୍ଣ୍ଣେନ୍ଦୁ ଆଶ୍ଳେଷରେ 

         ଆତ୍ମମଗ୍ନ ସତ୍ତତାକୁ ନେଇ,

ଶେଷନିଦ୍ରା ମିଳୁ ପଛେ

ଶେଷନିଦ୍ରା ମିଳୁ ପଛେ

          ମୋତି ଟିକୁ ସୃଜନ ଦେଇ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍