SushreeShibanee Das
Others
🔥
ଯାହା ଜୀବନରେ,
ଟଣା ଯାଇଅଛି,
ଝଡ ର ଅଲିଭା ଗାର . . . . .
ମୂହୁର୍ତ୍ତେ ବି ସୁଖ,
ବଢାଏ କେବଳ,
କଷ୍ଟ ର ଅଧିକ ଭାର ॥
ପିୟୁଷ ହେଲେ ହେଁ,
କୌଣସି ବି ଖୁସି
ସାରା ଜୀବନର ଦୟନୀୟତ୍ବ ଠୁ . . . . .
ଆହୁରି ଯେ ଭୟଂକର !!!
ତତୋଧିକ ମୃତ୍ୟୁବତ୍ ବିଷ ଶ୍ରେୟଷ୍କର ॥
🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥
ବିଭୁତ୍ୱତା
ସ୍ପନ୍ଦିତଶୀଳା
ଶିବମୟ
ଅସ୍ପଷ୍ଟ
ସ୍ବ ଅର୍ଥରେ ଆମ...
ତୋ ସ୍ବପ୍ନ ସତ ...
ଅଲିଭା ଗାର
ଯାହା ତୁମ ଈଛା....
ବୀରହବିରତି
ତ୍ୟାଗ ଅପ୍ରତିମ...