Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SushreeShibanee Das

Others

2  

SushreeShibanee Das

Others

ଅଲିଭା ଗାର

ଅଲିଭା ଗାର

1 min
113


🔥

ଯାହା ଜୀବନରେ,

ଟଣା ଯାଇଅଛି,

ଝଡ ର ଅଲିଭା ଗାର . . . . .

ମୂହୁର୍ତ୍ତେ ବି ସୁଖ,

ବଢାଏ କେବଳ,

କଷ୍ଟ ର ଅଧିକ ଭାର ॥

ପିୟୁଷ ହେଲେ ହେଁ,

କୌଣସି ବି ଖୁସି

ସାରା ଜୀବନର ଦୟନୀୟତ୍ବ ଠୁ . . . . .

ଆହୁରି ଯେ ଭୟଂକର !!!

ତତୋଧିକ ମୃତ୍ୟୁବତ୍ ବିଷ ଶ୍ରେୟଷ୍କର ॥

🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥


Rate this content
Log in