STORYMIRROR

Hitesh Mohapatra

Romance

3  

Hitesh Mohapatra

Romance

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
271

ପ୍ରିୟା ଶେଷ ଥର ପାଇଁ ଟିକେ ଆସନ୍ତନି

ତୁମ ସେ ଓଠରେ ଏକ ଚୁମ୍ବନ ଆଙ୍କତି ।


ତୁମ ସେ ଓଠ ମଧୁ ପିଇବାକୁ ଇଚ୍ଛା ଭାରି

ଏ କଥା ନିଶ୍ଚିତ କାଲି , ତମେ ମତେ ଦେବ ପାଶୋରି ।


ତୁମେ କଣ ଚାହଁ ତୁମ ପ୍ରେମିକ ରହିଯାଉ ତୃଷାର୍ତ୍ତ

ଯେମିତି ହଉ ତୁମେ ଚାଲି ଯିବା ଆଗରୁ ମେଣ୍ଟାଅ ମୋର ଶୋଷ ।


କ୍ଷଣକ ପାଇଁ ଭୁଲିଯାଅ ପାପ ପୂଣ୍ୟର ହିସାବକୁ

ଥରଟେ ତୁମର ସେ ଯୌବନ ତଣ୍ଟିଯାଏଁ ଦିଅ ପିଇବାକୁ ।



Rate this content
Log in

Similar oriya poem from Romance