ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ ନୁହେଁ ମୋର ଦୁନିଆ
ସ୍ବପ୍ନ ନୁହେଁ ମୋର ଜୀଵନ
ସ୍ବପ୍ନ ନୁହେଁ ମୋର ହୃଦୟ
ସ୍ବପ୍ନ ନୁହେଁ ମୋର ସ୍ପନ୍ଦନ
ସ୍ବପ୍ନ ମୋର ରୁକ୍ଷତା
ଧୂ ଧୂ ନିଷ୍ଠୁର ବାସ୍ତବ ତା
ଭଲପାଏ ବାସ୍ତବ ତା
ରୁକ୍ଷତା, ଜୀଵନ ସଂଘର୍ଷ
ଅତ୍ମୀୟତା ର ଗୋପନ
କାହାଣୀ, ଜୀଵନ ଯେବେ
ପ୍ରତାରିତ ହୁଏ ସେ ଖୋଜେ
ଜିଁବାର ରାସ୍ତା, ଏମିତି
ରାସ୍ତା ଖୋଜୁ ଖୋଜୁ
ଅଜଣା ବାଟରେ ଯେବେ
ବାଟୋଇ ହୁଏ, କାହାଣୀ
ଅଧା ରହିଯାଏ...........
