Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Nrusingha Panigrahi

Romance

4.5  

Nrusingha Panigrahi

Romance

ସ୍ବପ୍ନ

ସ୍ବପ୍ନ

1 min
23.7K



କିଛି ସ୍ବପ୍ନ ଅଧୁରା ଥିଲା 

     ଆଉ କିଛି ବାକି ରେ ଦେଇଥିଲି

ଅଧୁରା ଥିବା ଆଜି ସରି ଗଲା

      ବାକି ଥିବା ସ୍ବପ୍ନ ଆଉ କେବେ....


ମନ ଖୋଜେ ନ ସାରି ରଖିଦିଅନ୍ତି କି

     ସ୍ମୃତି କରି ସିନ୍ଧୁକରେ ପୋତି ଦିଅନ୍ତି କି

ଦଇବ ବାନ୍ଧିଥିବା ବନ୍ଧନ ବାଧକ ନୁହେଁ

     ମୋଚନର ଚାବିକାଠି ଖୋଲି ଦିଅନ୍ତି କି....


ମନ ଯିଏ ଦିଏ କେବେ ନେଇଯାଏ

  କେବେ ନ ନେଇ ସେ ଦୁଃଖ ଦେଇଥାଏ

ମନ ର ବିକଳ୍ପ ଅଟେ ପରା ଦୁଃଖ

  ସୁଖ ଦିଏ ଯିଏ ସେ ଅଟେ ସତ ସ୍ବପ୍ନ........

 


Rate this content
Log in

Similar oriya poem from Romance