Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Nrusingha Panigrahi

Romance


4.3  

Nrusingha Panigrahi

Romance


ସ୍ବପ୍ନ

ସ୍ବପ୍ନ

1 min 23.7K 1 min 23.7K


କିଛି ସ୍ବପ୍ନ ଅଧୁରା ଥିଲା 

     ଆଉ କିଛି ବାକି ରେ ଦେଇଥିଲି

ଅଧୁରା ଥିବା ଆଜି ସରି ଗଲା

      ବାକି ଥିବା ସ୍ବପ୍ନ ଆଉ କେବେ....


ମନ ଖୋଜେ ନ ସାରି ରଖିଦିଅନ୍ତି କି

     ସ୍ମୃତି କରି ସିନ୍ଧୁକରେ ପୋତି ଦିଅନ୍ତି କି

ଦଇବ ବାନ୍ଧିଥିବା ବନ୍ଧନ ବାଧକ ନୁହେଁ

     ମୋଚନର ଚାବିକାଠି ଖୋଲି ଦିଅନ୍ତି କି....


ମନ ଯିଏ ଦିଏ କେବେ ନେଇଯାଏ

  କେବେ ନ ନେଇ ସେ ଦୁଃଖ ଦେଇଥାଏ

ମନ ର ବିକଳ୍ପ ଅଟେ ପରା ଦୁଃଖ

  ସୁଖ ଦିଏ ଯିଏ ସେ ଅଟେ ସତ ସ୍ବପ୍ନ........

 


Rate this content
Log in

More oriya poem from Nrusingha Panigrahi

Similar oriya poem from Romance