STORYMIRROR

Manaswinee Dash

Abstract

3  

Manaswinee Dash

Abstract

ସଭିଏଁ ସମାନ ନୁହନ୍ତି

ସଭିଏଁ ସମାନ ନୁହନ୍ତି

1 min
172

ସବୁ ମନୁଷ୍ୟ ନୁହଁ ସମାନ, 

ସମସ୍ତଙ୍କ ଧରା ଆଗମନ କାରଣ ଭିନ୍ନ ଭିନ୍ନ

ଆମର ଗୁଣ, 

ଭଗବାନଙ୍କ ଦେନ। 


କବି ମନରେ ବାସ୍ତବତା, 

କବିତା ପାଇଁ କରେ ଭାବନା ଜାଗ୍ରତ, 

ନିଜ ଶବ୍ଦରେ  ଭାବନାକୁ ଅଳଙ୍କାର କରେ

ପଦାକୁ ଆସେ ତା ଭାବନା ଲେଖନୀ ମୁନରେ। 


ତା ସମ୍ମୁଖରେ ଯେଉଁ ବାସ୍ତବତା ଊନ୍କିମାରେ, 

ଶବ୍ଦକୁ ଗୁନ୍ଥି ସୁନ୍ଦର ଅଳଙ୍କାର କରେ

ସେହି ଅଳଙ୍କାର ର ଉପସ୍ଥାପନା ଶୈଳି ଉପରେ, 

ତାହାର ଚାହିଦା ନିର୍ଭର କରେ। 


ସବୁ ବାସ୍ତବତା, ନୀରବତା, ପ୍ରକୃତି  

ତ କେବେ ସାମାଜିକ ବ୍ୟବସ୍ଥା,ସଂପର୍କ ଉପରେ , 

ପୁଣି କେବେ ବ୍ୟଙ୍ଗ କରେ, 

ମନରେ ସବୁ କବିତା ଶବ୍ଦରେ। 


ମନରେ ଯଊ ଭାବନା ଆସେ, 

ସଭିଏଁ ସମାନ ନୁହଁନ୍ତି 

କବି ଟିପିକି ରଖେ, 

ସେହି ଅଦୃଶମୟ ଶକ୍ତି, 

ବାସ୍ତବତାକୁ କବି ମୂନରମୂନରେ ଟିପିରଖେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract