Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ସାର୍ଥକ ପରିଚୟ

ସାର୍ଥକ ପରିଚୟ

1 min
110


ପ୍ରତିଦିନ ଖସି ଯାଉଛି ସୈକତ ସମ ଏହି ସମୟ,

ନିତିଦିନ ଖୋଜୁଛି ମୋ ନୂତନ ସାର୍ଥକ ପରିଚୟ,

ଦିନକୁଦିନ ଚାହୁଁଛି ସୃଜନାତ୍ମକ ମନନର ବିନିମୟ,

ହେଲେ ନିରନ୍ତର ବୃଦ୍ଧି ପାଇଲାଣି କର୍ତ୍ତବ୍ୟର ବଳୟ |୧|


ବିଭିନ୍ନ ଅଭିନ୍ନ ଅନୁଭବ ଯୋଗୁଁ ସମ୍ଭାଳିବାକୁ ପଡ଼ୁଛି ଥୟ,

ସବୁବେଳେ ସମ୍ପାଦନ ହୁଏ ନାହିଁ ପରିସ୍ଥିତି ଉପରେ ଜୟ,

ନବାନୁଭୂତ ପରିବର୍ତ୍ତିତ ଅନୁଭୂତି ଦିଏ ପ୍ରତ୍ୟେକ ପରାଜୟ,

ଅବନତ ହୋଇ ଅଳି ଅଭ୍ୟର୍ଥନା କରୁଛି ଅଚ୍ୟୁତଙ୍କର ଅଭୟ |୨|


Rate this content
Log in

Similar oriya poem from Abstract