STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସାବଧାନ

ସାବଧାନ

1 min
39


ସ୍ୱାର୍ଥପର

ସ୍ୱାର୍ଥପରତା

ମୁଖ

ମୁଖା

ଖୁବ୍ କମ୍ ସମୟରେ ଧରା ପଡ଼ିଯାଏ

ସାଧୁ ସାବଧାନ।


ପରକୁ ଆପଣାର ମଣି

ନିଜର ପର ଭାବୁଥିବା ମଣିଷ

ଖୁବ୍ ସାଂଘାତିକ

ସାଧୁ ସାବଧାନ।


ଧନକୁ ଅଭିମାନ

ଅଭିନୟକୁ ସତ ଭାବୁଥିବା ଲୋକେ

ପାଣିରେ ଭାସନ୍ତି

ସାଧୁ ସାବଧାନ।


ମୁଁ ତୋତେ ଘୃଣା କରେ ଭିତରେ

କିନ୍ତୁ ବହୁତି ଭଲ ପାଏ ମୁହଁରେ

ଏ କଥା କହୁଥିବା ଲୋକ

ଦୋମୁହାଁ ବିଷକୁମ୍ଭ ପୟୋମୁଖ

ସାଧୁ ସାବଧାନ।


କୃପଣ ବ୍ୟକ୍ତି ପାଶ

କୁକୁର ବି ଯାଏନି

ସାଧୁ ସାବଧାନ

ସଂକ୍ରମଣ ସାଂଘାତିକ

ସେ କରୋନା ହେଉ କି

ଘୁନ୍ୟ ମନ,ଓ ଚିନ୍ତା ଚେତନା

ସାଧୁ ସାବଧାନ।




Rate this content
Log in

Similar oriya poem from Inspirational