ସ୍ୱପ୍ନ ରାଇଜର ସୁନ୍ଦରୀ
ସ୍ୱପ୍ନ ରାଇଜର ସୁନ୍ଦରୀ
ସ୍ବପ୍ନ ରାଇଜ ର ସୁନ୍ଦରୀ ତୁମେ
ଭଲ ପାଇ ଏକାଠି ହେଲେ ଆମେ
ତୁମେ ମୋ ମନର ମଇନା ହୋଇଲ
ଆଗୋ ଚନ୍ଦ୍ର ବଦନି ମୋ ଜୀବନେ ଆସିଲ
ତୁମ ଛମ୍ ଛମ୍ ପାଦ ର ଘୁଙ୍ଗୁର ମୋତେ ଦିବାନା କଲା
ତୁମ ଗଜରା ର ସୁବାସ ତୁମ
ପାଶେ ଟାଣି ନେଲା
ତୁମ ନାଲି ଓଢଣୀ ମୋ ଦେହେ ବାଜିଲା
ମୋ ହୃଦୟେ ପ୍ରୀତି ର ଜୁଆର ଭରିଲା
ତୁମ ରଙ୍ଗ ଓଠ ରୁ ମହୁ ଝରି ପଡେ
ତୁମ ହସ ମୋତେ ଅଧିର କରେ
ଆଗୋ ପ୍ରିୟା ତୁମ ରୂପ ଗୁଣ ର କରି ପାରେନି ବର୍ଣ୍ଣନା
ମୋ କବିତା ରେ ତୁମକୁ ନେଇ କରେ ଲେଖନୀ ଚାଳନା
