Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Mohanty

Inspirational

3  

Smita Mohanty

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
302


ଖୋଲା ଆକାଶ ତଳେ

ଏ ମାଟି ମାଆ କୋଳେ

ସ୍ୱପ୍ନ ମୁଁ ଦେଖେ ନୂଆ ସକାଳର

କର୍ମ ପଥ ମୋର କୁସୁମିତ ହେଉ

ମାତୃଭୂମି ପାଇଁ ଯାଉ ଏ ପ୍ରାଣ

ଏକ ପରିବାର ଭାରତ ଦେଶ

ଟେକି ରଖିଥିବା ତାହାରି ଯଶ

କର୍ତ୍ତବ୍ୟ କରି ତାକୁ ଖୁସି କରିବା

ସ୍ୱାର୍ଥପରତାକୁ ବଳି ଚଢାଇବା

ତା ପାଦେ ସମର୍ପି ଦେବା ସର୍ବସ୍ୱ

ଏକ ପରିବାର ଆମ ଏ ଦେଶ



Rate this content
Log in

Similar oriya poem from Inspirational