STORYMIRROR

shmitaa mohanty

Inspirational

2  

shmitaa mohanty

Inspirational

ସମୟ

ସମୟ

1 min
34

ସମୟ କାହାକୁ ଅପେକ୍ଷା କରେନା

ଦୁଃଖକୁ ଭୁଲି ସୁଖକୁ ପାଶୋରି ଯାଏନା ।


ହାତ ମୁଠାରୁ ବାଲି ଖସିଲା ଭଳି ଅନୁଭବ କରେନା

ସମୟ ସବୁଠାରୁ ବଳବାନ ମଣିଷ ତା ହାତର ଖେଳନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational